ତୃତୀୟ ଲହର ପାଇଁ ବିଏମ୍‌ସି ପ୍ରସ୍ତୁତ: କମିସନର

ଆଜି ରାଜଧାନୀରେ ଆଉ ୨୧୩ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଖୁବ୍‌ଶୀଘ୍ର କରୋନାର ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଛି। ଏଥିରେ ସର୍ବାଧିକ ଶିଶୁ ଆକ୍ରାନ୍ତ ହେବା ନେଇ କୁହାଯାଉଛି। ସେଥିପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତୃତୀୟ ଲହର ପାଇଁ ବିଏମ୍‌ସି ମଧ୍ୟ ପ୍ରସ୍ତୁତ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ସଞ୍ଜୟ ସିଂହ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, କୋଭିଡର ତୃତୀୟ ଲହର ପାଇଁ … Continue reading ତୃତୀୟ ଲହର ପାଇଁ ବିଏମ୍‌ସି ପ୍ରସ୍ତୁତ: କମିସନର